ଆଧୁନିକ ଉପକରଣ ବ୍ୟବହାର ବୃଦ୍ଧି ସାଙ୍ଗକୁ ଜଳବାୟୁର ଅହେତୁକ ପରିବର୍ତ୍ତନ ଘଟିଚାଲିଛି। ଖରା-ବର୍ଷା-ଶୀତର କୌଣସି ତାଳମେଳ ରହୁନାହିଁ। ଏପରି କ୍ଷେତ୍ରରେ ଶୀତଦିନେ ବର୍ଷା ସାଙ୍ଗକୁ ଗ୍ରୀଷ୍ମର ପ୍ରଭାବ ବି ଅନୁଭୁତ ହେଲାଣି। ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷର ନଭେମ୍ବର ସବୁଠୁ ଉତ୍ତପ୍ତ ମାସ।

Leave a Reply

Your email address will not be published. Required fields are marked *

Related Posts