ଅଟୋ ପାର୍ଟସ ଦୋକାନର ସାଇନ୍ ବୋର୍ଡ ଲଗାଇ ଭିତରେ ଚାଲିଥିଲା ନକଲି ଚା’କାରାଖାନା। ଜଳେଶ୍ୱର ପୁଲିସ ସହାୟତାରେ ଏହି କାରଖାନାରେ ଚଢ଼ାଉ କରିଛି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟିମ୍। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ନିକଟରେ ଥିବା ଚା’ ପ୍ୟାକେଜିଂ କାରଖାନାରେ ଗତକାଲି ଏହି ଚଢ଼ଉ କରାଯାଇଛି। ଚଢ଼ାଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା’ କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ୟାଗ୍ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts