ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଦକ୍ଷିଣ ଆଫ୍ରିକାକୁ ମିଳିଛି ବଡ଼ ବୁଷ୍ଟର। ଆଜି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଦଳ ୧୦୯ ରନରେ ଜିତି ନେଇଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ମୂଳପୋଛ କରିବା ପରେ ଦକ୍ଷିଣ ଆଫ୍ରିକା ଏବେ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଅଷ୍ଟ୍ରେଲିଆ ଦ୍ୱିତୀୟକୁ ଖସି ଥିବା ବେଳେ ଭାରତ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି

Leave a Reply

Your email address will not be published. Required fields are marked *

Related Posts