ଗଞ୍ଜାମ ଜିଲ୍ଲା ରେ ଯୋଗାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ,
ଗଞ୍ଜାମ ଜିଲ୍ଲା ରେ ଯୋଗାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ, ଛତ୍ରପୁର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଗଞ୍ଜାମ ଜିଲ୍ଲାର ଖରିଫ ଧାନ କ୍ରୟ, ଇ – କେୱାଇସି, ଶୀତଳ ଭଣ୍ଡାର ନିର୍ମାଣ, ରାସନ୍ କାର୍ଡ ସଂପର୍କରେ ସମୀକ୍ଷା କରି ଛନ୍ତି, ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ର ୯୦% ଧାନ କ୍ରୟ କରାଯାଇଛି, ଧାନ