ଦୋଳ ମେଲଣ ଉତ୍ସବରେ ସାମିଲ୍ ହେବାକୁ ଯାଉଥିବା ବିମାନ ସାଜ ସଜ୍ଜାରେ ଶେଷ ସ୍ପର୍ଶ ଦେବାକୁ କାରିଗର ଲାଗିପଡ଼ିଛନ୍ତି ପୁରାପରିବାର
VO1-ଦେଖି ପାରୁଥିବେ ଦର୍ଶକ ବନ୍ଧୁ କେମିତି ଧାଡ଼ି ଧାଡ଼ି ହୋଇ ବିମାନ ସଜା ଚାଲିଛି। ଏହି ବିମାନ କୁ କିଏ କାଠ କାମ, ସୋଲ କାମ ତ ଆଉ କିଏ ରଙ୍ଗ ତୂଳି ରେ କାମ କରୁଛି। କିଏ ସୋଲରେ ମୂର୍ତ୍ତି ତିଆରି କରୁଛି ତ ଆଉ କିଏ ଚୁମୁକି ଖଞ୍ଜୁଛି ଆଉ କିଏ ପିମ୍ପେଇ (ପେୟାଁ)କାଠିରେ ବିମାନ ତିଆରି କରୁଛି ତ ଆଉ ପୁଣି କିଏ ବଡି,କଉଡି କରୁଛି
ଭୟାବହ ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ଆଠ ବଖରା ଘର।
ଭୟାବହ ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ଆଠ ବଖରା ଘର। ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ଅନ୍ତର୍ଗତ ବାଲିମେଦ ଗ୍ରାମରେ ଭୟାବହ ଅଗ୍ନିକାଣୁ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଉକ୍ତ ଗାଁର ଭୋଳାନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ ଓ କଳ୍ପତରୁ ସାହୁଙ୍କ ପରିବାରର ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପାଖ ପଡ଼ୋଶୀ ବାହାରକୁ ଉଠିଥିବା ବେଳେ ନିଆଁ