୭ ମ ବାସୁଦେବପୁର ସୌରଭ ସମ୍ମାନ ମହୋତ୍ସବ ୨୦୨୫ ଉଦଘାଟିତ।
୭ ମ ବାସୁଦେବପୁର ସୌରଭ ସମ୍ମାନ ମହୋତ୍ସବ ୨୦୨୫ ଉଦଘାଟିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ନବ ନିର୍ମାଣ ସେନା ପକ୍ଷରୁ ୨୦୨୫ ମସିହା ବାସୁଦେବପୁର ସପ୍ତମ ସୌରଭ ସମ୍ମାନ ମହୋତ୍ସବ ୨୫/୦୪/୨୦୨୫ ତାରିଖ ନିକଟସ୍ଥ ବାଲିନଗର ଯାଦବ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଉକ୍ତ ମହୋତ୍ସବ ରେ ପ୍ରଥମ ସଂଧ୍ୟାରେ ଭଦ୍ରକ ଜିଲ୍ଲା ର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ