ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍ ଡ୍ରୋନ୍
ରୁଷରେ ୯/୧୧ ଭଳି ହୋଇଛି ଘାତକ ହମ୍ଲା। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। ୟୁକ୍ରେନ୍ ତରଫରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ୍ର କିଲର୍ ଡ୍ରୋନ୍