ଜଗନ୍ନାଥ ୟୁଥ ଆସୋସିଏସନ୍ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।
ଓଡ଼ିଶା
1 min read
8

ଜଗନ୍ନାଥ ୟୁଥ ଆସୋସିଏସନ୍ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

2 months ago
0

ଜଗନ୍ନାଥ ୟୁଥ ଆସୋସିଏସନ୍ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଦ୍ବାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ବାସନ୍ତୀ ଜେନା ଉଦଘାଟନ କରିଥିଲେ। ଉକ୍ତ ଶିବିରରକୁ ଜଗନ୍ନାଥ ୟୁଥ ଆସୋସିଏସନ୍ ର ସମସ୍ତ କାର୍ଯ୍ୟକର୍ତ୍ତା ଆୟୋଜନ କରିଥିଲେ। ସୂଚନା

Continue Reading