ଆର. ଡି. ବିଭାଗର ଅତି ନିମ୍ନମାନର ପିଚୁ ରାସ୍ତା କାମ
ଆର. ଡି. ବିଭାଗର ଅତି ନିମ୍ନମାନର ପିଚୁ ରାସ୍ତା କାମ # ନିମ୍ନମାନର ରାସ୍ତା କାମ କୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଥାନାରେ ଏତଲା। # ଆର.ଡି.ବିଭାଗୀୟ ଅଧିକାରୀ ଙ୍କୁ ଦୀର୍ଘ ସମୟଧରି ଅଟକ। ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସାନକୃଷ୍ଣପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୪ ନମ୍ବର ୱାର୍ଡ ରେ ଆର.ଡି. ବିଭାଗ ପକ୍ଷରୁ ଚାଲିଛି ପିଚୁ ରାସ୍ତା କାମ। ସୂଚନା ଅନୁଯାୟୀ