ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’ ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଜୁଲାଇରେ ଅଭିନେତା ତାଙ୍କ ଜନ୍ମଦିନ ଅବସରରେ ‘ଫତେହ’ର ଏକ ନୂଆ ପୋଷ୍ଟର ରିଲିଜ୍‌ କରି ଫିଲ୍ମର ରିଲିଜ ତାରିଖରୁ ପରଦା ଉଠାଇଥିଲେ। ଏହା ପରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଥିଲା। ବର୍ତ୍ତମାନ ସୋନୁ ସୁଦ ସୋସିଆଲ ମିଡିଆରେ ଫିଲ୍ମର ଏକ ଦମଦାର୍ ଟିଜର୍‌ ମଧ୍ୟ ରିଲିଜ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts