ଶୁଳିଆପଦା ପଞ୍ଚାୟତ ସମିତିର ୯ମ ବୈଠକ ଅନୁଷ୍ଠିତ
ରାଜନୀତି
1 min read
7

ଶୁଳିଆପଦା ପଞ୍ଚାୟତ ସମିତିର ୯ମ ବୈଠକ ଅନୁଷ୍ଠିତ

1 month ago
0

ଶୁଳିଆପଦା ପଞ୍ଚାୟତ ସମିତିର ୯ମ ବୈଠକ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧ୍ଯକ୍ଷା ପାନମଣୀ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୁଜିଡିହି ସରପଞ୍ଚ ଖଗେଶ୍ବର ସିଂଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜ ଜିଲ୍ଲାର ସିନେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାଇଁ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ଯ। ଏହି ସଭାକୁ ଶୁଳିଆପଦା ବିଡିଓ ଅନୁପମା ଘୋଷ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ

Continue Reading
ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଏବଂ ପୂର୍ତ୍ତ ବିଭାଗ ଉପରେ ବର୍ଷିଲେ ଛତ୍ରପୁର ବିଧାୟକ  l
ରାଜନୀତି
1 min read
12

ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଏବଂ ପୂର୍ତ୍ତ ବିଭାଗ ଉପରେ ବର୍ଷିଲେ ଛତ୍ରପୁର ବିଧାୟକ l

1 month ago
0

ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଏବଂ ପୂର୍ତ୍ତ ବିଭାଗ ଉପରେ ବର୍ଷିଲେ ଛତ୍ରପୁର ବିଧାୟକ l ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ବୈଠକ l ଛତ୍ରପୁର ପଞ୍ଚାୟତ ସମିତିର ଆଜି ୧୦ତମ ସ୍ଵତନ୍ତ୍ର ସମିତି ବୈଠକ କିରଣ କୁମାରୀ ଦାସ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ

Continue Reading
କୁଟ୍ଟେ ଓ ଆଶିଷ ସିଂଙ୍କୁ ନେଇ ବିଜେଡିରେ ବିସ୍ଫୋରକ ସ୍ଥିତି, ପ୍ରମିଳା ଧରାଇଲେ ନିଆଁ
ରାଜନୀତି
0 min read
12

କୁଟ୍ଟେ ଓ ଆଶିଷ ସିଂଙ୍କୁ ନେଇ ବିଜେଡିରେ ବିସ୍ଫୋରକ ସ୍ଥିତି, ପ୍ରମିଳା ଧରାଇଲେ ନିଆଁ

4 months ago
0

ଓଡ଼ିଶା ରାଜନୀତିରେ ବିଶାଳ ଦ୍ରୁମ ପାଲଟିଥିବା ୨୪ବର୍ଷର ବିଜେଡି ଶାସନ କାହିଁକି ଅଚାନକ ଧରାଶାୟୀ ହେଲା? ସାଧାରଣ ନିର୍ବାଚନ ଫଳାଫଳର ୬ମାସ ବିତିଯିବା ପରେ ମଧ୍ୟ ବିଜେଡି ଏହାର ସମୀକ୍ଷା କଲାନି। କିନ୍ତୁ ବିଜେଡି ଶାସନରେ ଦୁଇ ପାୱାରଫୁଲ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ଗୋଟିଏ ଦିନରେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିବା ପରେ ‘ବିଜେଡିର କ୍ଷମତାଚ୍ୟୁତ’ ହେବାର ରହସ୍ୟ ଉପରୁ ପରଦା ହଟିବା ସହ ଦଳରେ

Continue Reading
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ, ଏକାଠି ହେଲେ ବିରୋଧୀ
ରାଜନୀତି
0 min read
9

ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ, ଏକାଠି ହେଲେ ବିରୋଧୀ

4 months ago
0

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୋଟିଏ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିବେ। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି |

Continue Reading
ବିଧାନସଭାରେ ମିଶନ ଶକ୍ତି ଦରମା ତାତି; ଟଙ୍କଧର କହିଲେ- ନବୀନ ଛଦ୍ମବେଶୀ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ରାଜନୀତି
0 min read
8

ବିଧାନସଭାରେ ମିଶନ ଶକ୍ତି ଦରମା ତାତି; ଟଙ୍କଧର କହିଲେ- ନବୀନ ଛଦ୍ମବେଶୀ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

4 months ago
0

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ

Continue Reading
ଲାଂଚ ନେଇ ଧରାପଡ଼ିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଭଉଣୀ: ୧୫ ଲକ୍ଷ ନଗଦ ଜବତ, ହେବେ ଗିରଫ
ରାଜନୀତି
0 min read
10

ଲାଂଚ ନେଇ ଧରାପଡ଼ିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଭଉଣୀ: ୧୫ ଲକ୍ଷ ନଗଦ ଜବତ, ହେବେ ଗିରଫ

4 months ago
0

ଜମି ରେଜିଷ୍ଟ୍ରେସନ କରାଇ ଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ମାଗିବା ମହଙ୍ଗା ପଡ଼ିଲା। ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କର। ଭିଜିଲାନ୍ସ ଆଜି ତାଙ୍କଠୁ ୨୦ହଜାର ଲାଂଚ ଟଙ୍କା ଜବତ କରିବା ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ମଧ୍ୟ ନିଜ କବଜାକୁ ନେଇଛି। ଭିଜିଲାନ୍ସ ଆଜି ତାଙ୍କୁ ଅଟକ ରଖିଥିବା ଓ ଆସନ୍ତାକାଲି ଗିରଫ କରିପାରେ ବୋଲି ଜଣାପଡ଼ିଛି

Continue Reading