ଡ୍ରେନ୍ କାମବେଳେ ଭୁଶୁଡ଼ିଲା କାନ୍ଥ, ଶ୍ରମିକ ମୃତ
ଓଡ଼ିଶା
0 min read
23

ଡ୍ରେନ୍ କାମବେଳେ ଭୁଶୁଡ଼ିଲା କାନ୍ଥ, ଶ୍ରମିକ ମୃତ

4 months ago
1

କଟକରେ ଡ୍ରେନ୍ କାମବେଳେ ଅଘଟଣ। ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଯିବାରୁ ଚାପି ହୋଇଯାଇଥିଲେ ଏହି ଦୁଇ ଶ୍ରମିକ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ୫

Continue Reading