
ବାସୁଦେବପୁର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ। # ରକ୍ତ ତୀର୍ଥ ଇରମ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୁମିର ବିକାଶ ପାଇଁ ଅନୁଦାନ ରାଶି ମଞ୍ଜୁର
ବାସୁଦେବପୁର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ। # ରକ୍ତ ତୀର୍ଥ ଇରମ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୁମିର ବିକାଶ ପାଇଁ ଅନୁଦାନ ରାଶି ମଞ୍ଜୁର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଇରମକୁ ଏକ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଛି । ଦୀର୍ଘ ଦିନ ଧରି ବାସୁଦେବପୁର ବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ରକ୍ତତୀର୍ଥ ଇରମ ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରୟାସ ଜାରି ରହିଥିଲା। ଗତ

ରାମକୃଷ୍ଣ ବିଦ୍ୟା ନିକେତନର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାମକୃଷ୍ଣ ବିଦ୍ୟା ନିକେତନର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ରେ ଅବସ୍ଥିତ ରାମକୃଷ୍ଣ ବିଦ୍ୟା ନିକେତନର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଜୟ କୁମାର ବଳ, ମୁଖ୍ୟ ଅତିଥି ଭାବରେ ମଙ୍ଗଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ

କଳା ସଂସ୍କୃତି ମହାସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବିପତ୍ର।
କଳା ସଂସ୍କୃତି ମହାସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବିପତ୍ର। କଳାକାର ସଂଘ ପାଇଁ ଏକ ସ୍ଥାୟୀ ଘର ଯୋଗାଇ ଦେବାକୁ ଦାବୀପତ୍ର। ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ବ୍ଲକ ଉନ୍ନୟନ ଅଧିକାରିଣୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଳାକାର ସଂଘ ପକ୍ଷରୁ ସଭାପତି, ସମ୍ପାଦକ ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବ୍ଲକ ଉନ୍ନୟନ ଅଧିକାରିଣୀ ତନ୍ମୀତା

ଶ୍ରୀ ଶ୍ରୀ ନବଗ୍ରହ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଶ୍ରୀ ଶ୍ରୀ ନବଗ୍ରହ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ମାଲୁସାହି ରେ ଅବସ୍ଥିତ ଶ୍ରୀ ଶ୍ରୀ ନବଗ୍ରହଙ୍କ ମନ୍ଦିର ର ବାର୍ଷିକ ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖ ରବିବାର ସକାଳ ୧୦୮ କଳସ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହିତ ମନ୍ଦିର ରେ ପହଞ୍ଚିଥିଲେ। ଦିନରେ ନାରାୟଣଙ୍କ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଦ୍ବିତୀୟ ମନ୍ତେଇ ମହୋତ୍ସବ ୨୦୨୫ ଉଦଯାପିତ
ଦ୍ବିତୀୟ ମନ୍ତେଇ ମହୋତ୍ସବ ୨୦୨୫ ଉଦଯାପିତ ନଦୀ ହେଉଛି ମାନବ ସଭ୍ୟତା ର ପ୍ରାଣକେନ୍ଦ୍ର। ନଦୀ ଉପତ୍ୟକା ରେ ଦିନେ ଗଢି ଉଠିଥିଲା ମାନବ ସଭ୍ୟତା। ସେମିତି ଏକ ଛୋଟିଆ ନଦୀ ମନ୍ତେଇ ବହିଯାଇଛି ଭଦ୍ରକ ଜିଲ୍ଳା ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ । ଦିନେ ଏଇ ମନ୍ତେଇ ନଦୀ ର କୋଷ୍ଟକେନାଲ୍ ଦେଇ ସୁଦୁର କୋଲକତା ରୁ ଚାନ୍ଦବାଲି ପର୍ଯ୍ୟନ୍ତ ଚାଲିଥିଲା ନୌବାଣିଜ୍ୟ ।
ଦୋଳ ମେଲଣ ଉତ୍ସବରେ ସାମିଲ୍ ହେବାକୁ ଯାଉଥିବା ବିମାନ ସାଜ ସଜ୍ଜାରେ ଶେଷ ସ୍ପର୍ଶ ଦେବାକୁ କାରିଗର ଲାଗିପଡ଼ିଛନ୍ତି ପୁରାପରିବାର
VO1-ଦେଖି ପାରୁଥିବେ ଦର୍ଶକ ବନ୍ଧୁ କେମିତି ଧାଡ଼ି ଧାଡ଼ି ହୋଇ ବିମାନ ସଜା ଚାଲିଛି। ଏହି ବିମାନ କୁ କିଏ କାଠ କାମ, ସୋଲ କାମ ତ ଆଉ କିଏ ରଙ୍ଗ ତୂଳି ରେ କାମ କରୁଛି। କିଏ ସୋଲରେ ମୂର୍ତ୍ତି ତିଆରି କରୁଛି ତ ଆଉ କିଏ ଚୁମୁକି ଖଞ୍ଜୁଛି ଆଉ କିଏ ପିମ୍ପେଇ (ପେୟାଁ)କାଠିରେ ବିମାନ ତିଆରି କରୁଛି ତ ଆଉ ପୁଣି କିଏ ବଡି,କଉଡି କରୁଛି

ବାସୁଦେବପୁର ତହସିଲଦାର ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବାସୁଦେବପୁର ତହସିଲଦାର ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ରେ ଦୀର୍ଘ ୨ ବର୍ଷ ୪ ମାସ ଧରି ସୌଭାଗ୍ୟ ରଞ୍ଜନ ପଣ୍ଡା ତହସିଲଦାର ଭାବରେ କାର୍ଯ୍ୟକରି ବାସୁଦେବପୁର କୁ ୧ ନମ୍ବର ତହସିଲ ରେ ପରିଣତ କରିବାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଯିବା କାରଣରୁ ବାସୁଦେବପୁର ବାସୀଙ୍କୁ ଛାଡ଼ି ଯିବାକୁ ପଡ଼ିଥିଲା । ମାର୍ଚ୍ଚ ମାସ

ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ନୀଳମଣି ଟାଉନ୍ ହଲ ପରିସରରେ ସଡ଼କ ସୁରକ୍ଷା ସଚେତନତା ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ, ସଦର ଏସଡିପିଓ ବିଚିତ୍ରାନନ୍ଦ ସେଠୀ, ଉପ ଜିଲ୍ଲାପାଳ , ଆଞ୍ଚଳିକ ପରିବହନ ଡେପୁଟି କମିଶନର ପ୍ରମୁଖ