
ଶ୍ରୀ ହନୁମାନଜୀଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ।
ଶ୍ରୀ ହନୁମାନଜୀଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ହନୁମାନ ବାଟିକା ସ୍ଥିତ ସର୍ବ ପୁରାତନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ରେ ମହା ବିଷୁବ ସଂକ୍ରାନ୍ତି ଏବଂ ଭକ୍ତ ଶ୍ରେଷ୍ଠ ଶ୍ରୀ ହନୁମାନଜୀଙ୍କ ଜନ୍ମ ଦିବସ ଅତ୍ୟନ୍ତ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ସୋମବାର ସକାଳ ସମୟରେ ୧୦୮ କଳସ ଶୋଭାଯାତ୍ରା ମନ୍ଦିର ରୁ ଘଣ୍ଟା, ବାଦ୍ୟ, ରୋଷଣୀ ରେ ବାହାରି

ଛତ୍ରପୁର ରେ ଅଗ୍ନିଶମ ସେବା ଦିବସ ପାଳିତ ।
ଛତ୍ରପୁର ରେ ଅଗ୍ନିଶମ ସେବା ଦିବସ ପାଳିତ । ଛତ୍ରପୁର ଦମକଳ କେନ୍ଦ୍ର ତରଫରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୮୧ ତମ ଓଡ଼ିଶା ଅଗ୍ନିଶମ ସେବା ଦିବସ ପାଳିତ ହୋଇଯାଇଛି। ଜନ ସଚେତନତା ଅଭିଯାନ ସ୍ଵରୂପ ସପ୍ତାହ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମୋକ୍ ଡ୍ରିଲ୍ କରାଯାଇ ଜନସଚେତନତା କରାଯାଉଛି । ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଆ କୁ ଆୟତ୍ତ କରିବା, ପ୍ରାକୃତିକ

ସାହିତ୍ୟ ପତ୍ରିକା ” ଅବସର” ର ବିଂଶତମ ରାଜ୍ୟ ସ୍ତରୀୟ ବିଷୁବ ମିଳନ ଅନୁଷ୍ଠିତ
ସାହିତ୍ୟ ପତ୍ରିକା ” ଅବସର” ର ବିଂଶତମ ରାଜ୍ୟ ସ୍ତରୀୟ ବିଷୁବ ମିଳନ ଅନୁଷ୍ଠିତ ଓଡିଶା ର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଅବସର ଆନୁକୂଲ୍ୟ ରେ ରାଜ୍ୟସ୍ତରୀୟ ବିଂଶତମ ବିଷୁବ ମିଳନ ଉତ୍ସବ ଓ ସାରସ୍ୱତ ସଭା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାହିତ୍ୟ ପତ୍ରିକା ” ଅବସର” ର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ବାରିକଙ୍କ ସ୍ମୃତି କୁ ମନେପକାଇ ଥିଲେ ଉପସ୍ଥିତ

ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦେବୀ ପୀଠ ମାନଙ୍କ ରେ ଝାମୁଯାତ୍ରା ଅନୁଷ୍ଠିତ।
ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦେବୀ ପୀଠ ମାନଙ୍କ ରେ ଝାମୁଯାତ୍ରା ଅନୁଷ୍ଠିତ। ବୈଶାଖ ମାସ ର ପ୍ରଥମ ଦିନ ଯାହାକି ଓଡିଆ ନବବର୍ଷ ଭାବରେ ପରିଚିତ। ସାରା ଓଡ଼ିଶାରେ ଗାଁ ମାନଙ୍କରେ ଥିବା ଗ୍ରାମଦେବୀ ପୀଠରେ ଧୁମଧାମରେ ପୂଜାର୍ଚ୍ଚନା କରିବା ସହିତ ନୂଆ ବର୍ଷର ନୂଆ ପାଞ୍ଜି ପୂଜା କରାଯାଇଥାଏ। ଏହି ଦିବସକୁ ହନୁମାନଜୀଙ୍କ ଜନ୍ମ ଉତ୍ସବ ରୂପରେ ମଧ୍ୟ ପାଳନ କରାଯାଏ। ମହାବୀର ହନୁମାନଜୀ ଙ୍କ ମନ୍ଦିର

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ
ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟଶୀ। ଉତ୍କଳ ମାଟିର ଗୌରବମୟ ଅତୀତକୁ ମନେ ପକାଇବାକୁ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାତୃଭୂମି କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ଗଣଦୌଡ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଶାଖ ମାସ ରେ ପଣା ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ସାରା ଓଡ଼ିଶାରେ ପାଳନ କରାଯାଇଥାଏ। ଏହି ଅବସରରେ ବାସୁଦେବପୁର ହିନ୍ଦୁ ଜାଗରଣ

ମସ୍ତିକ ରୋଗ ରେ ପିଡିତ ଯୁବକ ଙ୍କ ଚିକିତ୍ସା ରେ ଅର୍ଥ ର ବାଧକ।
ମସ୍ତିକ ରୋଗ ରେ ପିଡିତ ଯୁବକ ଙ୍କ ଚିକିତ୍ସା ରେ ଅର୍ଥ ର ବାଧକ। # ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ପକ୍ଷରୁ ଯୁବକ ଙ୍କୁ ସହଯୋଗ। # ଯୁବକଙ୍କ ପରିବାରକୁ ଭେଟିବା ସହିତ ଦେଲେ ଆର୍ଥିକ ସାହାଯ୍ୟ। ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜୟରାମ ବାରିକ ଙ୍କ ପୁଅ ଦେବେନ୍ଦ୍ର ବାରିକ କିଛି ମାସ ହେବ ବ୍ରେନ୍ ଷ୍ଟ୍ରୋକ କାରଣରୁ ପକ୍ଷାଘାତ

ଅଚାନକ ଦୁଇ ବଖରା ଘରେ ଲାଗିଲା ନିଆଁ
ଅଚାନକ ଦୁଇ ବଖରା ଘରେ ଲାଗିଲା ନିଆଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସାନକୃଷ୍ଣପୁର ଗ୍ରାମ ପଞ୍ଚାୟତ ପାରା ପୋଖରୀ ଗ୍ରାମରେ ଗତକାଲି ସକାଳ ଘରେ କେହି ନଥିବା ସମୟରେ ଅଚାନକ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଉକ୍ତ ଗ୍ରାମର ସୁଦର୍ଶନ ବଳ ଙ୍କ ଘରେ ଦିନ ୧୦ ଟା ସମୟରେ ନିଆଁ ଲାଗିଯିବାରୁ ଅନେକ ଗୁଡ଼ିଏ ଦରକାରୀ ଜିନିଷ ପୋଡ଼ି ଯାଇଛି।

୧୨ ଡିସିମିଲ ଜମିର ଦାମ ଦେଇ ୩୪ ଡିସିମିଲ ଜମି ହଡପ।
୧୨ ଡିସିମିଲ ଜମିର ଦାମ ଦେଇ ୩୪ ଡିସିମିଲ ଜମି ହଡପ। # ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କଲେ ଜମି ମାଲିକ। # ପୋଲିସ ଡାକରାରେ ପଡ଼ୁ ନାହିଁ ପ୍ରଭାବ। ଆଙ୍କର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ସୁକଦେବପୁର ଗ୍ରାମର ଅସରଫ୍ ଖାଁନ୍ ଜମି ମାଲିକ। ଜମି ମାଲିକ ଙ୍କ ସୂଚନା ଅନୁଯାୟୀ ତାଙ୍କର ୧୨ ଡିସିମିଲ ଜମି କୁ ଉକ୍ତ ଗ୍ରାମର ହମ୍

ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳାର ସମାପନ
ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳାର ସମାପନ # ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ। # ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ସାରା ଭଦ୍ରକ ସହର। ଆଙ୍କର : ଭଦ୍ରକ ର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୫ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଶ୍ରୀରାମ ନବମୀ ମହୋତ୍ସବ।

ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ଋକୁଣାଦେଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଧୁପାଳ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବିଆରସିସି ଉର୍ମିଳା କର, ଅବସରପ୍ରାପ୍ତ ଏବିଓ ମିନା ମଲ୍ଲିକ୍ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ