ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
ସ୍ୱାସ୍ଥ୍ୟ
1 min read
10

ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି

4 months ago
0

କରୋନା ଭାଇରସ୍ ଆସିଥିଲା ଯେ, ଏବେ ଯାଏଁ ଏହାର ନାଁ ଶୁଣିଲେ ଡର ଲାଗୁଛି। ଏବେ ଆଉ ଏକ ଭୟଙ୍କର ଭାଇରସ ଡରାଇବାକୁ ଆରମ୍ଭ କଲାଣି। ‘ବ୍ଲିଡିଂ ଆଇ’ ଭାଇରସ୍ କବଳରେ ପଡ଼ି ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। କେବଳ ରୱାଣ୍ଡା ନୁହେଁ, ସମ୍ପ୍ରତି ୧୭ଟି ଦେଶରେ ମାରବର୍ଗ, ମଙ୍କିପକ୍ସ ଏବଂ ଓରିଓପୋଚେ ଭଳି ଭାଇରସ୍ ଆଖି ପିଛୁଳାକେ ବ୍ୟାପୁଥିବାରୁ ଏହା ଏବେ ଚିନ୍ତାର କାରଣ ପାଲଟିଛି।

Continue Reading
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ସ୍ୱାସ୍ଥ୍ୟ
1 min read
12

କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ

4 months ago
0

ଚିଆ ସିଡ୍ସ ଓ ଲେମ୍ବୁ ରସ ଖୁବ୍ ଉପକାରୀ। ଓଜନ ହ୍ରାସ କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ। ଚିଆ ସିଡ୍ସ ଏବଂ ଲେମ୍ବୁ ମିଶ୍ରଣ ଶରୀର ପାଇଁ ଏକ ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏହି ଦୁଇଟି ସାମଗ୍ରୀକୁ ଏକାଠି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ। ଓଜନ ହ୍ରାସ ସହ ଆଉ କି କି ଫାଇଦା ମିଳେ, ଜାଣନ୍ତୁ… ଚିଆ ସିଡ୍ସ ଏବଂ ଲେମ୍ବୁ ପାଣି ପିଇବାର

Continue Reading
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ସ୍ୱାସ୍ଥ୍ୟ
0 min read
10

କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?

4 months ago
0

ବଢିଚାଲିଛି ହୃଦଘାତଜନିତ ମୃତ୍ୟୁସଂଖ୍ୟା। ଯେଉଁ ରୋଗ ଏକଦା ପ୍ରାପ୍ତ ବୟସ୍କରେ ହେଉଥିଲା, ତାହା ଏବେ ଯୁବପିଢିଙ୍କୁ ଗ୍ରାସ କରିଛି। ହୃଦଘାତର ମୁଖ୍ୟ କାରଣ ଚାପ ହୋଇଥିଲେ ମଧ୍ୟ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିୟମିତତା ଅନ୍ୟ ଏକ କାରଣ। ଏଥିପାଇଁ ଅନେକ ସମୟରେ କମ୍ ବୟସର ପିଲାମାନେ ଜିମରେ, ନାଚୁ ଥିବାବେଳେ କିମ୍ବା ଅନ୍ୟ କୌଣସି କାମ କରିବା ସମୟରେ ହୃଦଘାତର ଶିକାର ହେଉଛନ୍ତି, ଯାହାକୁ ବେଳେ ବେଳେ କାର୍ଡିଆକ୍

Continue Reading
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ସ୍ୱାସ୍ଥ୍ୟ
1 min read
9

ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍

4 months ago
0

ଅଟୋ ପାର୍ଟସ ଦୋକାନର ସାଇନ୍ ବୋର୍ଡ ଲଗାଇ ଭିତରେ ଚାଲିଥିଲା ନକଲି ଚା’କାରାଖାନା। ଜଳେଶ୍ୱର ପୁଲିସ ସହାୟତାରେ ଏହି କାରଖାନାରେ ଚଢ଼ାଉ କରିଛି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟିମ୍। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ନିକଟରେ ଥିବା ଚା’ ପ୍ୟାକେଜିଂ କାରଖାନାରେ ଗତକାଲି ଏହି ଚଢ଼ଉ କରାଯାଇଛି। ଚଢ଼ାଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା’ କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ୟାଗ୍ ଜବତ କରାଯାଇଛି।

Continue Reading
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ସ୍ୱାସ୍ଥ୍ୟ
1 min read
12

ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ

4 months ago
0

ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍‌ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି। ଉପରୋକ୍ତ ପ୍ରକ୍ରିୟା ଏଚ୍.ଆଇ.ଭି. ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ

Continue Reading