ବିଦ୍ୟାଳୟ ରେ ପଶିଥିବା ଚୋରକୁ ଗାଁ ଲୋକେ ଧରି ପୋଲିସ ରେ ଦେଲେ।
ଦୁର୍ଘଟଣା
1 min read
8

ବିଦ୍ୟାଳୟ ରେ ପଶିଥିବା ଚୋରକୁ ଗାଁ ଲୋକେ ଧରି ପୋଲିସ ରେ ଦେଲେ।

1 month ago
0

ବିଦ୍ୟାଳୟ ରେ ପଶିଥିବା ଚୋରକୁ ଗାଁ ଲୋକେ ଧରି ପୋଲିସ ରେ ଦେଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାଣିଡିହି ଥାନା ଅଧିନସ୍ଥ ଚାରିବାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତକାଲି ରାତିରେ ପଶିଥିଲେ ଚୋର। ଦୁଇ ଜଣ ଚୋରକୁ ଧରି ପୋଲିସ ରେ ଜିମା ଦେଲେ ଗାଁ ଲୋକେ। ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଉକ୍ତ ବିଦ୍ୟାଳୟରୁ ଚୋରମାନେ ମଧ୍ୟାହ୍ନ ଭୋଜନ ପାଇଁ

Continue Reading
ପୋଖରୀରେ ପଡି ଦୁଇ ନାବାଳକ ମୃତ II NEWS88 ODISHA
ଦୁର୍ଘଟଣା
1 min read
7

ପୋଖରୀରେ ପଡି ଦୁଇ ନାବାଳକ ମୃତ II NEWS88 ODISHA

2 months ago
0

ସ୍ଲୋଗ : ପୋଖରୀରେ ପଡି ଦୁଇ ନାବାଳକ ମୃତ। ଆଙ୍କର : ଆଜି ରବିବାର ବିଦ୍ୟାଳୟ ଛୁଟି ହୋଇଥିବା କାରଣରୁ ସାଙ୍ଗ ହୋଇ ସାଥି ମାନଙ୍କ ସହିତ ଖେଳିବାକୁ ଯାଇଥିଲେ। ଖେଳ ସରିବା ପରେ ସାଙ୍ଗମାନଙ୍କ ସହିତ ବିଲ ମଝିରେ ଥିବା ଏକ ପୋଖରୀକୁ ଗାଧୋଇବାପାଇଁ ଯାଇ ଆଉ ଫେରିନଥିଲେ। ପ୍ରଥମେ ଜଣେ ପୋଖରୀରେ ବୁଡିଯାଇଥିବା ଦେଖି ତାକୁ ଉଦ୍ଧାର କରିବା କୁ ଯାଇ ଅନ୍ୟ ଜଣେ ମଧ୍ୟ ବୁଡିଯାଇଥିଲା।

Continue Reading
ଟ୍ରକରେ ପିଟି ହେଲା ୪୦ ଜଣଙ୍କୁ ନେଇ ଯାଉଥିବା ବସ୍‌, ଚାଲିଗଲା ୮ ଜଣଙ୍କ ଜୀବନ
ଦୁର୍ଘଟଣା
1 min read
11

ଟ୍ରକରେ ପିଟି ହେଲା ୪୦ ଜଣଙ୍କୁ ନେଇ ଯାଉଥିବା ବସ୍‌, ଚାଲିଗଲା ୮ ଜଣଙ୍କ ଜୀବନ

4 months ago
0

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ଦୁର୍ଘଟଣା। ୪୦ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ସ୍ଲିପର କୋଚ ବସ୍‌ ଓ ଟ୍ରକ ମଧ୍ୟରେ ହୋଇଛି ଧକ୍କା। କନୌଜ ଜିଲ୍ଲା ଅଉରାଇୟା ସୀମାରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Continue Reading
ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି
ଦୁର୍ଘଟଣା
0 min read
11

ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି

4 months ago
0

ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି। ସୁନ୍ଦରଗଡ଼ ଜିଲ୍ଲାରେ ଼ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ନିଜ ଗ୍ୟାରେଜରେ ଇଲେକ୍ଟ୍ରିକ ସ୍କୁଟିକୁ ଚାର୍ଜ ବସାଇଥିଲେ। ହଠାତ୍ ଇଲେକ୍ଟ୍ରି ସ୍କୁଟିରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ଗ୍ୟାରେଜରେ ଥିବା ୩ଟି ସ୍କୁଟି ଓ ଗୋଟିଏ ବାଇକ୍‌ରେ ନିଆଁ ଲାଗିଯାଇଥିଲା।

Continue Reading
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ
ଦୁର୍ଘଟଣା
0 min read
7

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

4 months ago
0

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ବ୍ରିଜରେ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁଁ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Continue Reading
୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍
ଦୁର୍ଘଟଣା
0 min read
13

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍

4 months ago
0

୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ  ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା।

Continue Reading